or_tn/mat/13/21.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# yet he has no root in himself and he endures for a while
ତଥାପି ତାହା ଚେର ନମାଡିବାରୁ କ୍ଷଣକାଳ ମାତ୍ର ସ୍ଥିର ହୋଇ ରହେ I ଚେର ଈଶ୍ବରଙ୍କ ବାକ୍ୟକୁ ଜଣେ ବ୍ୟକ୍ତି ବିଶ୍ବାସରେ ସ୍ଥିର ରହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଶସ୍ୟ ପରି ଯାହାର ଚେର ଗଭୀରକୁ ନଗଲେ ବୃଦ୍ଧି ହୁଏନାହିଁ, ସେ କେବଳ କିଛି କ୍ଷଣସ୍ଥାୟୀ ହୋଇ ରହେ” (ଦେଖ: [[rc://*/ta/man/translate/figs-metaphor]])
# he quickly falls away
ଏଠାରେ “ବିଘ୍ନପାଏ” ଅର୍ଥାତ ବିଶ୍ବାସ କରିବା ବନ୍ଦକରେ I ଅନ୍ୟ ଏକ ଅନୁବାଦରେ: “ସେହିକ୍ଷଣି ସେ ବିଘ୍ନ ପାଏ” କିମ୍ବା “ସେ ତତକ୍ଷଣ ବାକ୍ୟକୁ ବିଶ୍ବାସ କରେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])