or_tn/mat/13/19.md

32 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# the word of the kingdom
ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ ବିଷୟରେ ବାର୍ତ୍ତା
# the evil one comes and snatches away what has been sown in his heart
ଯୀଶୁ ଶୟତାନ ବିଷୟରେ କହନ୍ତି ସେ ବ୍ୟକ୍ତି ଯାହା ଶୁଣିଥାଏ ସେଗୁଡିକୁ ଭୁଲାଇ ଦିଏ ଯେପରି ଶୟତାନ ଗୋଟିଏ ପକ୍ଷୀ ପରି ବୀଜଗୁଡିକୁ ଭୁମିରୁ ନେଇଯାଏ I ଅନ୍ୟ ଏକ ଅନୁବାଦରେ: “ପାପାତ୍ମା ଆସି ତାହାର ହୃଦୟରୁ ଯାହା ବୁଣା ଯାଇଥିଲା ତାହା ହରଣ କରିନିଏ ଯେପରି ଭୁମିରୁ ପକ୍ଷୀ ବିଜକୁ ଖାଇଯାଏ” (ଦେଖ: [[rc://*/ta/man/translate/figs-metaphor]])
# the evil one
ଏହା ଶୟତାନକୁ ବୁଝାଏ I (ଦେଖ: [[rc://*/ta/man/translate/figs-explicit]])
# snatches away
ଏପରି ଶବ୍ଦ ବ୍ୟବହାର କରିବାକୁ ଚେଷ୍ଟା କର ଯାହାର ଅର୍ଥ ଜଣେ ହକଦାର ମାଲିକ ନିକଟରୁ କେହିଜଣେ କିଛି ବିଷୟକୁ ଜୋରକରି ଛଡେଇ ନିଏ I
# what has been sown in his heart
ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଯେଉଁ ବାକ୍ୟ ଈଶ୍ବର ତାହାର ହୃଦୟରେ ବୁଣି ଥିଲେ” କିମ୍ବା “ଯେଉଁ ବାକ୍ୟ ସେ ଶୁଣିଥିଲା” (ଦେଖ: [[rc://*/ta/man/translate/figs-activepassive]])
# in his heart
ଏଠାରେ “ହୃଦୟ” ଶ୍ରୋତାର ମନକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# This is the seed that was sown beside the road
ଏହାର ଅର୍ଥ ରାସ୍ତା କଡରେ ପଡିଥିବା ବୀଜ କିମ୍ବା “ରାସ୍ତା କଡରେ ପଡିଥିବା ବୀଜ ଏହି ବ୍ୟକ୍ତିକୁ ବୁଝାଏ”
# beside the road
ଦେଖ ତୁମେ ଏହାକୁ [ମାଥିଉ ୧୩:୪] (../13/04.md)ରେ କିପରି ଅନୁବାଦ କରିଅଚ୍ଛ I