or_tn/mat/12/10.md

20 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Behold
“ଆଉ ଦେଖ” ଶବ୍ଦ ଆମ୍ଭମାନଙ୍କୁ ବିବରଣୀରେ ଜଣେ ନୁତନ ବ୍ୟକ୍ତି ସମ୍ବନ୍ଧରେ ସୂଚନା ଦିଏ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଅନ୍ୟ ଉପାୟ ଥାଇପାରେ I
# a man who had a withered hand
ଜଣେ ଲୋକ ଯାହାର ହାତ ଶୁଖିଯାଇଥିଲା କିମ୍ବା “ଜଣେ ଲୋକ ତାହାର ଗୋଟିଏ ହାତ ଶୁଖିଯାଇଥିଲା’
# The Pharisees asked Jesus, saying, ""Is it lawful to heal on the Sabbath?"" so that they might accuse him of sinning
ଫାରୁଶୀମାନେ ଯୀଶୁଙ୍କୁ ପାପ କରିବା ନିମନ୍ତେ ଅଭିଯୋଗ କରିବା ଚାହିଁଲେ, ଏଣୁ ସେମାନେ ତାହାଙ୍କୁ ପଚାରିଲେ, “ବିଶ୍ରାମବାରରେ ସୁସ୍ଥ କରିବା କଅଣ ବିଧିସଂଗତ ଅଟେ ?”
# Is it lawful to heal on the Sabbath
ମୋଶାଙ୍କ ବ୍ୟବସ୍ଥାନୁସାରେ, ଜଣେ ବ୍ୟକ୍ତି କି ବିଶ୍ରାମବାରରେ ଅନ୍ୟଜଣକୁ ସୁସ୍ଥ କରିପାରିବ
# so that they might accuse him of sinning
ସେମାନେ କେବଳ ଲୋକମାନଙ୍କ ସାକ୍ଷାତରେ ଯୀଶୁଙ୍କୁ ଦୋଷାରୋପ କରୁ ନଥିଲେ I ଫାରୁଶୀମାନେ ଯୀଶୁଙ୍କଠାରୁ ଉତ୍ତର ଦେବା ଚାହୁଁଥିଲେ ଯାହା ମୋଶାଙ୍କ ବ୍ୟବସ୍ଥାକୁ ବିରୋଧ କରେ ଯେହେତୁ ସେମାନେ ତାହାଙ୍କୁ ଜଣେ ବିଚାରପତିଙ୍କ ସମ୍ମୁଖକୁ ନେବେ ଓ ବିଦ୍ଧି ଅନୁସାରେ ବ୍ୟବସ୍ଥା ଉଲ୍ଲଂଘନ କରିଥିବା ଦଣ୍ଡ ତାହାଙ୍କୁ ଦେଇପାରିବେ I (ଦେଖ: [[rc://*/ta/man/translate/figs-explicit]])