or_tn/mat/08/16.md

20 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୧୭ ପଦରେ, ମାଥିଉ ଯିଶାଇୟ ଭାବାବାଦୀଙ୍କୁ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଯୀଶୁଙ୍କ ସୁସ୍ଥକାରୀ ସେବାକାର୍ଯ୍ୟରେ ଭାବବାଣୀର ସଫଳ ହେଲା I
# Connecting Statement:
ଏଠାରେ ଦୃଶ୍ବ ସେହିଦିନ ସନ୍ଧ୍ୟାକୁ ସ୍ଥାନାନ୍ତରିତ ହୁଏ ଓ ଯୀଶୁ ଆହୁରି ଅନେକ ଲୋକଙ୍କୁ ସୁସ୍ଥ କଲେ ଓ ଭୁତ ଛଡାଇବା କୁହେ I
# When evening had come
ଯେହେତୁ ଯିହୁଦୀମାନେ ବିଶ୍ରାମବାରରେ କୌଣସି କାର୍ଯ୍ୟ କରନ୍ତି ନାହି କିମ୍ବା ଯାତ୍ରା କରନ୍ତି ନାହିଁ, ଏଣୁ “ସଂଧ୍ୟା ସମୟ” ବିଶ୍ରାମବାରର ପରଦିନକୁ ବୁଝାଏ I ସେମାନେ ଯୀଶୁଙ୍କୁ ଲୋକମାନଙ୍କ ନିକଟକୁ ଆଣିବା ନିମନ୍ତେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କଲେ I ତୁମେ କୌଣସି ଭୁଲ ଅର୍ଥଠାରୁ ଦୁରରେ ରହିବା ନିମନ୍ତେ ବିଶ୍ରାମବାର ଉଲ୍ଲେଖ କରିବା ଆବଶ୍ୟକ ନାହିଁ I (ଦେଖ: [[rc://*/ta/man/translate/figs-explicit]])
# many who were possessed by demons
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକ ଭୁତଗ୍ରସ୍ତ ଲୋକ” ବା “ ଭୁତମାନଙ୍କ ଅଧିନରେ ଥିବା ଅନେକ ଲୋକ” (ଦେଖ:[[rc://*/ta/man/translate/figs-activepassive]])
# He drove out the spirits with a word
ଏଠାରେ “ବାକ୍ୟ” ଆଦେଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ଭୁତଗୁଡାକୁ ଛାଡିଯିବା ନିମନ୍ତେ ଅଜ୍ଞା ଦେଲେ” (ଦେଖ:[[rc://*/ta/man/translate/figs-metonymy]])