or_tn/mat/06/22.md

16 lines
2.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକର ସମସ୍ତ ବ୍ୟବହାର ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ହେବା ଆବଶ୍ବକ ହୋଇପାରେ I (ଦେଖ: [[rc://*/ta/man/translate/figs-you]])
# The eye is the lamp of the body ... with light
ଏହା ନିର୍ମଳ ଚକ୍ଷୁ ସହିତ ତୁଳନା କରାଯାଇଛି ଯାହା ଜଣେ ବ୍ୟକ୍ତିକୁ ଚକ୍ଷୁ ରୋଗାକ୍ରାନ୍ତ ଦେଖିବା ନିମନ୍ତେ ଅନୁମତି ଦିଏ ଯାହା ଜଣେ ବ୍ୟକ୍ତିର ଅନ୍ଧତ୍ବର କାରଣ ହୁଏ I ଏହା ଆତ୍ମିକ ସ୍ବାସ୍ଥ୍ୟକୁ ବୁଝାଇବା ନିମନ୍ତେ ଏକ ରୁପକ ଅଟେ I ଯିହୁଦୀ ଲୋକମାନେ ସର୍ବଦା ମନ୍ଦ ଅଭିଳାଷକୁ ସୁଚାଇବା ନିମନ୍ତେ “ମନ୍ଦଦୃଷ୍ଟି” ବାକ୍ୟାଂଶ ବ୍ୟବହାର କଲେ I ଏହାର ଅର୍ଥ ଯେ ଯଦି ଜଣେବ୍ୟକ୍ତି ସମ୍ପୁର୍ଣ୍ଣଭାବେ ଈଶ୍ବରଙ୍କ ପ୍ରତି ଆଶ୍ରିତ ଓ ଈଶ୍ବର ଯେପରି କାର୍ଯ୍ୟ କରନ୍ତି ସେହିପରି ଦୃଷ୍ଟିପାତ କିମ୍ବା ବିବେଚନା କରେ, ତେବେ ସେ ଯାହା ଉପଯୁକ୍ତ ତାହା କରେ I ଯଦି ଜଣେବ୍ୟକ୍ତି ଅଧିକ ଲାଳାୟିତ ହୁଏ, ତେବେ ସେ ଯାହା ମନ୍ଦ ତାହା କରୁଅଛି I (ଦେଖ:[[rc://*/ta/man/translate/figs-metaphor]])
# The eye is the lamp of the body
ଏହି ରୁପକର ଅର୍ଥ ଯେ ଯେପରି ପ୍ରଦୀପ ଜଣେବ୍ୟକ୍ତିକୁ ଅନ୍ଧାରରେ ଆଲୋକ ଦେଖିବା ନିମନ୍ତେ ସାହାଯ୍ୟ କରେ ସେହିପରି ଚକ୍ଷୁ ଜଣେ ମନୁଷ୍ୟକୁ ଦେଖିବା ନିମନ୍ତେ ସାହାଯ୍ୟ କରେ I ଅନ୍ୟ ଏକ ଅନୁବାଦରେ: “ପ୍ରଦୀପ ସଦୃଶ, ଚକ୍ଷୁ ସ୍ପଷ୍ଟଭାବେ ଦେଖିବାରେ ସାହାଯ୍ୟ କରେ” (ଦେଖ: [[rc://*/ta/man/translate/figs-metaphor]])
# eye
ତୁମେ ହୁଏତ ଏହାକୁ ବହୁବାଚକ ଭାବରେ “ଚକ୍ଷୁଦ୍ବୟ” ଅନୁବାଦ କରିପାରିବ I”