or_tn/mat/05/32.md

12 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# But I say
ଯୀଶୁ ଈଶ୍ବର ଓ ତାହାଙ୍କ ବାକ୍ୟରେ ସମ୍ମତି ପ୍ରକାଶ କରନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ବୁଝାଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯେପରି ସମାନ ଗୁରୁତ୍ବ ଦର୍ଶାଉ ଥିବ I ଦେଖ ତୁମେ ଏହାକୁ [ମାଥିଉ ୫:]( ../05/22.md)ରେ କିପରି ଅନୁବାଦ କରିଅଛ I
# makes her an adulteress
ଏହା ସେହି ବ୍ୟକ୍ତି ଅଟନ୍ତି ଯେକେହି ଆପଣା ସ୍ତ୍ରୀକୁ ବିନା କାରଣରେ ପରିତ୍ୟାଗ କରେ” ସେ ତାହାକୁ ବ୍ୟଭିଚାରିଣୀ କରାଏ” I ଅନେକ ସଂସ୍କୃତିରେ ତାହାର ଦ୍ବିତୀୟ ବିବାହ ଗ୍ରହଣୀୟ ହୋଇପାରେ, କିନ୍ତୁ ଯଦି ତ୍ୟାଗପତ୍ର ବିନା କାରଣରୁ ହୋଇଥାଏ, ସେହିପରି ପୁନ୍ନ-ବିବାହ ବ୍ୟଭିଚାର ଅଟେ I
# her after she has been divorced
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ପରେ ତାହାର ସ୍ବାମୀ ତାହାକୁ ପରିତ୍ୟାଗ କଲା” କିମ୍ବା “ପରିତ୍ୟକ୍ତା ସ୍ତ୍ରୀ” (ଦେଖ: [[rc://*/ta/man/translate/figs-activepassive]])