or_tn/mat/05/21.md

24 lines
3.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଲୋକମାନଙ୍କ ଏକଦଳ ସହ କଥା ହେଉଛନ୍ତି ଯେ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ କ”ଣ ନ କରିବା ଉଚିତ I “ତୁମେମାନେ ଶୁଣିଅଛ” ଓ “ମୁ ତୁମକୁ କହୁଅଛି” ରେ “ତୁମେ” ବହୁବାଚକ ଅଟେ I ବୁଝିବା କ୍ଷେତ୍ରରେ “ତୁମେ ନରହତ୍ୟା କରନାହିଁ”ରେ “ତୁମେ” ଏକ ବଚନ ଅଟେ, କିନ୍ତୁ କେତେକ ଭାଷାରେ ଏହା ହୁଏତ ବହୁବାଚକ ଆବଶ୍ୟକ ହୋଇପାରେ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ଯୀଶୁ କିପରି ପୁରାତନ ନିୟମର ବ୍ୟବସ୍ଥା ସଫଳ କରିବା ନିମନ୍ତେ ଆସିଲେ ସେହି ବିଷୟରେ ଶିକ୍ଷା ଜାରି ରଖିଲେ I ଏଠାରେ ସେ ନରହତ୍ୟା ଓ କ୍ରୋଧ ବିଷୟରେ କହିବା ଆରମ୍ଭ କରନ୍ତି I
# it was said to them in ancient times
ଏହାକୁ କର୍ତ୍ତୁବାଚ୍ୟ କ୍ରିୟାରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ କହିଲେ ଯେଉଁମାନେ ବହୁବର୍ଷ ପୁର୍ବେ ବାସ କରୁଥିଲେ” କିମ୍ବା “ମୋଶା ବହୁବର୍ଷ ପୁର୍ବେ ତୁମ୍ଭମାନଙ୍କ ପିତୃପୁରୁଷଙ୍କୁ କହିଲେ” (ଦେଖ: [[rc://*/ta/man/translate/figs-activepassive]])
# Whoever kills will be in danger of the judgment
ଏଠାରେ “ବିଚାର” ସୁଚାଇ ଦିଏ ଯେ ଜଣେ ବିଚାରପତି ଜଣେବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବେ I ଅନ୍ୟ ଏକ ଅନୁବାଦରେ: ଜଣେ ବିଚାରପତି ଯେକୌଣସି ବ୍ୟକ୍ତିକୁ ଦଣ୍ଡ ଦେବେ ଯେ ଅନ୍ୟଜଣେ ବ୍ୟକ୍ତିକୁ ହତ୍ୟା କରେ” (ଦେଖ: [[rc://*/ta/man/translate/figs-explicit]])
# kill ... kills
ଏହି ଶବ୍ଦ ହତ୍ୟା କରିବାକୁ ବୁଝାଏ, ସମସ୍ତ ପ୍ରକାର ହତ୍ୟା କରିବା ନୁହେଁ I
# will be in danger of the judgment
ଏଠାରେ ଏହା ଦେଖାଯାଏ ଯେ ଯୀଶୁ ଜଣେ ମନୁଷ୍ୟ ବିଚାରପତିଙ୍କୁ ବୁଝାଉ ନାହାନ୍ତି କିନ୍ତୁ ବରଂ ଈଶ୍ବର ବ୍ୟକ୍ତି ବିଶେଷରେ ଦୋଷାରୋପ କରୁଛନ୍ତି ଯେ କି ତାହାର ଭାଇ ଉପରେ କ୍ରୋଧ କରୁଛି I (ଦେଖ: [[rc://*/ta/man/translate/figs-explicit]])