or_tn/mat/04/16.md

12 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# The people who sat
ସେହି ଶବ୍ଦଗୁଡିକ “ସବୂଲୂନର ଦେଶ” (୧୫ ପଦ) ସହିତ ବାକ୍ୟ ଆରମ୍ଭ କରି ସମ୍ପୃକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସବୂଲୂନ ଓ ନପ୍ତାଲୀ ଦେଶରେ ... ଯେଉଁଠାରେ ଅନେକ ଅଣଯିହୁଦୀମାନେ ବାସ କରୁଥିଲେ, ଯେଉଁ ଲୋକମାନେ ବସିଥିଲେ”
# The people who sat in darkness have seen a great light
ଏଠାରେ ଈଶ୍ବରଙ୍କ ବିଷୟରେ ସତ୍ୟତା ଜାଣି ନଥିବା ଲୋକମାନଙ୍କ ନିମନ୍ତେ “ଅନ୍ଧକାରବାସୀ ” ଏକ ରୁପକ ଅଟେ I ଏବଂ “ଆଲୋକ” ଈଶ୍ବରଙ୍କ ସତ୍ୟ ବାକ୍ୟ ନିମନ୍ତେ ଏକ ରୁପକ ଅଟେ ଯାହା ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରେ I (ଦେଖ: [[rc://*/ta/man/translate/figs-metaphor]])
# to those who sat in the region and shadow of death, upon them has a light arisen
ଏହାର ସାଧାରଣଭାବେ ବାକ୍ୟର ପ୍ରଥମ ଭାଗ ସ୍ବରୁପ ସମାନ ଅର୍ଥ ଅଛି I ଏଠାରେ “ଯେଉଁମାନେ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ବସତି ସ୍ଥାପନ କଲେ” ଏକ ରୁପକ ଅଟେ I ଏହି ଲୋକମାନେ ମୃତ୍ୟୁର ବିପଦରେ ଥିଲେ ଓ ଅନନ୍ତକାଳ ନିମନ୍ତେ ଈଶ୍ବରଙ୍କଠାରୁ ବିଛିନ୍ନ ହେଲେ I (ଦେଖ: [[rc://*/ta/man/translate/figs-parallelism]] ଓ [[rc://*/ta/man/translate/figs-metaphor]])