or_tn/luk/24/31.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Then their eyes were opened
ସେମାନଙ୍କ ‘ଚକ୍ଷୁ' ସେମାନଙ୍କର ବୁଝିବା ଶକ୍ତିକୁ ବୁଝାଏ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାପରେ ସେମାନେ ବୁଝିଲେ"" କିମ୍ବା “ତାପରେ ସେମାନେ ହୃଦୟଙ୍ଗମ କଲେ” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-activepassive]])
# they recognized him
ସେମାନେ ତାହାଙ୍କୁ ଚିହ୍ନିଲେ I ଏହି ଶିଷ୍ୟମାନେ ତାଙ୍କର ମୃତ୍ୟୁ ପୂର୍ବରୁ ତାଙ୍କୁ ଜାଣିଥିଲେ I
# he vanished from their sight
ଏହାର ଅର୍ଥ ଯେ ସେ ହଠାତ୍ ସେ ସ୍ଥାନରେ ଆଉ ନ ଥିଲେ I ଏହାର ଅର୍ଥ ନୁହେଁ ସେ ଅଦୃଶ୍ୟ ହୋଇଗଲେ I