or_tn/luk/22/27.md

20 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# For
ଏହା ପଦ 26ରେ ଥିବା ଯୀଶୁଙ୍କ ଆଜ୍ଞାକୁ ସମୁଦାୟ 27 ପଦ ସହିତ ସଂଯୁକ୍ତ କରେ I ଏହାର ଅର୍ଥ ଯେ ଅତି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ସେବା କରିବା ଉଚିତ୍ କାରଣ ଯୀଶୁ ଜଣେ ସେବକ ଅଟନ୍ତି I
# For who is greater ... the one who serves?
କାରଣ କିଏ ବେଶୀ ମହତ୍ତ୍ଵପୂର୍ଣ୍ଣ ଅଟେ ... ସେବା କରେ ? କିଏ ପ୍ରକୃତରେ ମହାନ ଅଟେ ତାହା ବ୍ୟାଖ୍ୟା କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ମୁଁ ଚାହେଁ ତୁମ୍ଭେମାନେ ଚିନ୍ତା କର ଯେ କିଏ ମହତ୍ତର ଅଟେ ... ସେବା କରେ I” (ଦେଖ: [[rc://*/ta/man/translate/figs-rquestion]])
# the one who reclines at table
ଯିଏ ଭୋଜନରେ ବସିଛି
# Is it not the one who reclines at table?
ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ଅବଶ୍ୟ ଯିଏ ମେଜ ନିକଟରେ ବସେ, ସେ ଜଣେ ସେବକଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ !” (ଦେଖ: [[rc://*/ta/man/translate/figs-rquestion]])
# Yet I am among you as one who serves
କିନ୍ତୁ ମୁଁ ତୁମ୍ଭମାନଙ୍କ ସହିତ ଜଣେ ସେବକ ହେବା ପରି ରହିଛି ବା “କିନ୍ତୁ ମୁଁ ତୁମ୍ଭମାନଙ୍କ ସହିତ ଏହା ଦେଖାଇବା ପାଇଁ ରହିଛି ଯେ ଜଣେ ସେବକ କିପରି ବ୍ୟବହାର କରିଥାଏ I” ଯୀଶୁ କିପରି ହେବା ଉଚିତ୍ ବୋଲି ଲୋକମାନେ କଅଣ ଅପେକ୍ଷା କରନ୍ତି ଏବଂ ସେ ପ୍ରକୃତରେ କ’ଣ ଅଟନ୍ତି ତାହା ମଧ୍ୟରେ ଥିବା ବିପରୀତ ଭାବକୁ ପ୍ରକାଶ କରିବା ନିମନ୍ତେ ଏଠାରେ “କିନ୍ତୁ” ଶବ୍ଦ ବ୍ୟବହୃତ ହୋଇଛି I