or_tn/luk/21/37.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା କାହାଣୀର ଶେଷ ଭାଗ ଅଟେ ଯାହା [ଲୂକ 20:11] (../20/01.ମଝି)ରେ ଆରମ୍ଭ ହୋଇଥିଲା I ଏହି ପଦଗୁଡିକ ଚାଲିଥିବା କାର୍ଯ୍ୟ ବିଷୟରେ କୁହେ ଯାହା କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ ଜାରି ରହେ I (ଦେଖ: [[rc://*/ta/man/translate/writing-endofstory]])
# during the days he was teaching
ଦିନ ବେଳେ ସେ ଶିକ୍ଷା ଦେବେ ବା “ସେ ପ୍ରତି ଦିନ ଶିକ୍ଷା ଦେବେ I” ନିମ୍ନ ଲିଖିତ ପଦଗୁଡିକ ଯୀଶୁ ମୃତ୍ୟୁବରଣ କରିବା ପୂର୍ବରୁ ସେ ଏବଂ ଲୋକମାନେ ସପ୍ତାହ ମଧ୍ୟରେ ପ୍ରତିଦିନ କରିଥିବା ବିଷୟଗୁଡିକ ସମ୍ପର୍କରେ କୁହେ I
# in the temple
କେବଳ ଯାଜକମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରୁଥିଲେ I ବିକଳ୍ପ ଅନୁବାଦ: “ମନ୍ଦିରରେ” ବା “ମନ୍ଦିର ପ୍ରାଙ୍ଗଣ ମଧ୍ୟରେ” (ଦେଖ: [[rc://*/ta/man/translate/figs-explicit]])
# at night he went out
ରାତ୍ରି ସମୟରେ ସେ ନଗରୀର ବାହାରକୁ ଯାଉଥିଲେ ବା “ସେ ପ୍ରତ୍ୟେକ ରାତି ବାହାରକୁ ଯାଉଥିଲେ”