or_tn/luk/20/42.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# The Lord said to my Lord
ଏହା ଗୀତସଂହିତା ପୁସ୍ତକରୁ ଏକ ଉଦ୍ଧୃତାଂଶ ଅଟେ ଯାହା କୁହେ, “ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ I” କିନ୍ତୁ ଯିହୂଦୀମାନେ “ଯିହୋବା” କହିବା ବନ୍ଦ କରିଥିଲେ ଏବଂ ଅନେକ ସମୟରେ ତାହା ପରିବର୍ତ୍ତେ “ପ୍ରଭୁ” ବୋଲି କହୁଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ” ବା “ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ”
# my Lord
ଦାଉଦ ଖ୍ରୀଷ୍ଟଙ୍କୁ “ମୋହର ପ୍ରଭୁ” ବୋଲି ଉଲ୍ଲେଖ କରୁଛନ୍ତି I
# Sit at my right hand
“ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ” ବସିବା ଈଶ୍ୱରଙ୍କଠାରୁ ବିଶେଷ ସମ୍ମାନ ଏବଂ ଅଧିକାର ପାଇବା ବିଷୟର ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ମୋ’ ପାଖରେ ସମ୍ମାନଜନକ ସ୍ଥାନରେ ବସ” (ଦେଖ: [[rc://*/ta/man/translate/translate-symaction]])