or_tn/luk/20/36.md

8 lines
558 B
Markdown
Raw Permalink Normal View History

2020-11-19 00:15:53 +00:00
# neither are they able to die anymore
ଏହା ପୁନରୁତ୍ଥାନ ପରେ ହେବ I ବିକଳ୍ପ ଅନୁବାଦ: “ସେମାନେ ଆଉ ମୃତ ହୋଇପାରିବେ ନାହିଁ” (ଦେଖ: [[rc://*/ta/man/translate/figs-explicit]])
# they are sons of God, being sons of the resurrection
ସେମାନେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି କାରଣ ସେ ସେମାନଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଛନ୍ତି