or_tn/luk/20/35.md

16 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# those who are regarded as worthy to obtain that age
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେହି ଯୁଗରେ ଯେଉଁ ଲୋକମାନଙ୍କୁ ଈଶ୍ୱର ଯୋଗ୍ୟ ବିବେଚିତ କରିବେ” (ଦେଖ: [[rc://*/ta/man/translate/figs-activepassive]])
# of the resurrection which is from the dead
ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବା ବା “ମୃତ୍ୟୁରୁ ଉଠିବା”
# from the dead
ମୃତ୍ୟୁବରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ନୀଚସ୍ଥ ପୃଥିବୀରେ ଏକତ୍ର ରହିଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଗ୍ରହଣ କରିବା ଅର୍ଥ ପୁଣି ଥରେ ଜୀବିତ ହେବା I
# will neither marry nor be given in marriage
ସେହି ସଂସ୍କୃତିରେ ସେମାନେ କହୁଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କୁ ବିବାହ କରୁଥିଲେ ଏବଂ ସ୍ତ୍ରୀମାନଙ୍କୁ ବିବାହ ନିମନ୍ତେ ସେମାନଙ୍କ ସ୍ୱାମୀମାନଙ୍କୁ ଦିଆଯାଉଥିଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ବିବାହ କରିବେ ନାହିଁ” ବା “ବିବାହିତ ହେବେ ନାହିଁ I” ଏହା ପୁନରୁତ୍ଥାନ ପରେ ହେବ I (ଦେଖ: [[rc://*/ta/man/translate/figs-explicit]])