or_tn/luk/20/06.md

8 lines
954 B
Markdown
Raw Permalink Normal View History

2020-11-19 00:15:53 +00:00
# if we say, 'From men,'
କେତେକ ଭାଷା ହୁଏତ ଏକ ପରୋକ୍ଷ ଉଦ୍ଧୃତି ପସନ୍ଦ କରି ପାରନ୍ତି I ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହିବୁ ଯେ ଯୋହନଙ୍କ ଅଧିକାର ମନୁଷ୍ୟଠାରୁ ଆସିଛି,” (ଦେଖ: [[rc://*/ta/man/translate/figs-quotations]])
# will stone us
ଆମ୍ଭମାନଙ୍କ ଉପରେ ପଥର ଫୋପାଡି ଆମ୍ଭମାନଙ୍କୁ ବଧ କରିବେ I ଈଶ୍ୱରଙ୍କ ବ୍ୟବସ୍ଥା ଆଜ୍ଞା ଦିଏ ଯେ ଯେଉଁମାନେ ତାଙ୍କୁ ବା ତାଙ୍କର ଭାବବାଦୀମାନଙ୍କୁ ପରିହାସ କରିବେ ଲୋକମାନେ ସେମାନଙ୍କୁ ପଥର ଫୋପାଡି ମାରିବେ I (ଦେଖ: [[rc://*/ta/man/translate/figs-explicit]])