or_tn/luk/19/13.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
[ଲୂକ 19 :11 ](../19/11.ମଝି)ରେ ଯୀଶୁ ଆରମ୍ଭ କରିଥିବା ଦୃଷ୍ଟାନ୍ତ କହିବା ଜାରି ରଖନ୍ତି I
# he called
କୁଳୀନ ବ୍ୟକ୍ତି ଡାକିଲେ I ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ସେହି ବ୍ୟକ୍ତି ତାଙ୍କର ରାଜ୍ୟ ପାଇବାକୁ ଯିବା ପୂର୍ବରୁ ଏହା କଲେ I ବିକଳ୍ପ ଅନୁବାଦ: “ସେ ଯିବା ପୂର୍ବରୁ, ସେ ଡାକିଲେ”
# gave them ten minas
ପ୍ରତ୍ୟେକ ଜଣକୁ ଏକ ମୋହର ଦେଲେ
# ten minas
ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା, ତେଣୁ ଦଶଗୋଟି ମୋହର ହୁଏତ ପ୍ରାୟ ତିନିବର୍ଷର ମଜୁରି ହୋଇଥିବ I ବିକଳ୍ପ ଅନୁବାଦ: “ଦଶଗୋଟି ମୂଲ୍ୟବାନ ମୁଦ୍ରାଗୁଡିକ” ବା “ଏକ ବିପୁଳ ପରିମାଣର ଅର୍ଥରାଶି” (ଦେଖ: [[rc://*/ta/man/translate/translate-bweight]] ଏବଂ [[rc://*/ta/man/translate/translate-numbers]])
# Conduct business
ଏହି ଅର୍ଥ ସହିତ ବ୍ୟବସାୟ କର ବା “ଅଧିକ ଉପାର୍ଜନ କରିବା ନିମନ୍ତେ ଏହି ଅର୍ଥକୁ ବ୍ୟବହାର କର”