or_tn/luk/18/34.md

20 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦଟି ମୁଖ୍ୟ କାହାଣୀର ଅଂଶ ନୁହେଁ, ବରଂ କାହାଣୀର ଏହି ଭାଗ ସମ୍ପର୍କରେ ଏକ ମନ୍ତବ୍ୟ ଅଟେ I (ଦେଖ: [[rc://*/ta/man/translate/writing-endofstory]])
# But they understood none of these things
ସେମାନେ ଏଥି ମଧ୍ୟରୁ କୌଣସି ବିଷୟ ବୁଝିପାରିଲେ ନାହିଁ
# these things
ଏହା ଯୀଶୁଙ୍କ ବର୍ଣ୍ଣନାକୁ ସୂଚାଏ ଯେ ସେ କିପରି ଯିରୂଶାଲମରେ ଦୁଃଖଭୋଗ କରିବେ ଓ ମୃତ୍ୟୁବରଣ କରିବେ, ଏବଂ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବେ I
# this word was hidden from them
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ, କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ପ୍ରକୃତରେ ଏହା ଈଶ୍ୱର ବା ଯୀଶୁ, ଯିଏ ସେମାନଙ୍କଠାରୁ ସେହି ବାକ୍ୟ ଗୁପ୍ତ କରି ରଖିଲେ I ବିକଳ୍ପ ଅନୁବାଦ: “ଯୀଶୁ ସେମାନଙ୍କଠାରୁ ତାଙ୍କର ବାକ୍ୟ ଗୁପ୍ତ ରଖିଲେ” ବା “ଯୀଶୁ ସେମାନଙ୍କୁ ଯାହା କହୁଥିଲେ ସେସବୁ ବିଷୟର ଅର୍ଥ ବୁଝିବାକୁ ଈଶ୍ୱର ସେମାନଙ୍କୁ ପ୍ରତିବାଧା ଦେଲେ”(ଦେଖ: [[rc://*/ta/man/translate/figs-activepassive]])
# the things that were spoken
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯେଉଁ ବିଷୟସବୁ କହିଲେ”(ଦେଖ: [[rc://*/ta/man/translate/figs-activepassive]])