or_tn/luk/18/08.md

8 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# when the Son of Man comes, will he indeed find faith on the earth?
ଯୀଶୁ ଏହି ପ୍ରଶ୍ନ ପଚାରନ୍ତି ଯେପରି ତାଙ୍କର ଶିଷ୍ୟମାନେ ଏହା ଚିନ୍ତା କରିବା ବନ୍ଦ କରିବେ ଯେ ଯେଉଁମାନେ ନ୍ୟାୟ ନିମନ୍ତେ ଈଶ୍ୱରଙ୍କ ନିକଟରେ ଡାକନ୍ତି ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ମନ୍ଥର ଅଟନ୍ତି ଏବଂ ସେମାନେ ମଧ୍ୟ ବୁଝିବେ ଯେ ପ୍ରକୃତ ସମସ୍ୟା ଏହି ଯେ ପ୍ରକୃତରେ ସେମାନଙ୍କର ଈଶ୍ୱରଙ୍କଠାରେ ବିଶ୍ୱାସ ନାହିଁ I ବିକଳ୍ପ ଅନୁବାଦ: “ଯେତେବେଳେ ମନୁଷ୍ୟପୁତ୍ର ଆସିବେ, ତୁମେ ନିଶ୍ଚିତ ହେବା ଆବଶ୍ୟକ ଯେ ତୁମର ଯେ ପ୍ରକୃତରେ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ରହିଛି ତାହା ସେ ଦେଖି ପାରିବେ I” ବା “ଯେତେବେଳେ ମନୁଷ୍ୟପୁତ୍ର ଆସିବେ, ବିଶ୍ବାସ କରୁଥିବା ଅଳ୍ପ ମାତ୍ର ଲୋକଙ୍କୁ ସେ ଜଗତରେ ପାଇବେ (ଦେଖ: [[rc://*/ta/man/translate/figs-rquestion]])
# the Son of Man comes, will he indeed find
ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: ମୁଁ, ମନୁଷ୍ୟପୁତ୍ର, ମୁଁ ଯେତେବେଳେ ଆସିବି ମୁଁ କଅଣ ଅବଶ୍ୟ ପାଇବି” (ଦେଖ: [[rc://*/ta/man/translate/figs-123person]])