or_tn/luk/16/26.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Besides all these things
ଏହି କାରଣ ସହିତ
# a great chasm has been put in place
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ ଓ ଆମ ମଧ୍ୟରେ ଏକ ବୃହତ୍ ବ୍ୟବଧାନ ସ୍ଥାପନ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# a great chasm
ଏକ ତୀଖ, ଗଭୀର ଏବଂ ପ୍ରଶସ୍ତ ଉପତ୍ୟକା ବା “ଏକ ବିରାଟ ପୃଥକୀକରଣ” ବା “ଏକ ବୃହତ୍ ବ୍ୟବଧାନ”
# those who want to cross over ... are not able
ଯେଉଁ ଲୋକମାନେ ଏହି ଫାଟ ପାର ହୋଇ ଯିବା ପାଇଁ ଇଚ୍ଛା କରନ୍ତି...ପାରିବେ ନାହିଁ ବା “ଯଦି କେହି ପାର ହୋଇ ଯିବା ନିମନ୍ତେ ଇଚ୍ଛା କରେ ...ସେ ପାରିବ ନାହିଁ”