or_tn/luk/16/19.md

24 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ କହିବା ଆରମ୍ଭ କରନ୍ତି, ଏହି ପଦଗୁଡିକ ସେହି କାହାଣୀ ବିଷୟରେ ପୃଷ୍ଟଭୂମି ତଥ୍ୟ ଦିଅନ୍ତି I (ଦେଖ: [[rc://*/ta/man/translate/writing-background]])
# Connecting Statement:
ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ବେଳେ ଏକ କାହାଣୀ କହିବା ଆରମ୍ଭ କରନ୍ତି I ଏହା ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ ଅଟେ I
# Now
ଯୀଶୁ ଏକ କାହାଣୀ କହିବା ଆରମ୍ଭ କରନ୍ତି ଯାହା ଲୋକମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରିବ ଯେ ସେ କଣ ଶିକ୍ଷା ଦେଉଛନ୍ତି, ପୁଣି ଏହା ଯୀଶୁଙ୍କ ବକ୍ତବ୍ୟରେ ଏକ ପରିବର୍ତ୍ତନକୁ ଚିହ୍ନିତ କରେ I
# a certain rich man
ଏହି ବାକ୍ୟାଂଶ ଯୀଶୁଙ୍କ କାହାଣୀରେ ଏକ ନୂତନ ବ୍ୟକ୍ତିର ପରିଚୟ ପ୍ରଦାନ କରେ I ଏହା ସ୍ପଷ୍ଟ ନୁହେଁ ଯେ ଏ ଜଣେ ବାସ୍ତବ ବ୍ୟକ୍ତି ଥିଲେ ବା ଯୀଶୁ କୌଣସି ବିଷୟକୁ ଗୁରୁତ୍ବ ଦେବା ପାଇଁ କହୁଥିବା କାହାଣୀର ଏହା କେବଳ ଏକ ବ୍ୟକ୍ତି ଅଟେ I (ଦେଖ: [[rc://*/ta/man/translate/writing-participants]])
# he was clothed in purple and fine linen
ଯିଏ ସୂକ୍ଷ୍ମ ଶଣ ବସ୍ତ୍ର ଏବଂ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧୁଥିଲା ବା “ଯିଏ ବହୁମୂଲ୍ୟ ବସ୍ତ୍ରସବୁ ପିନ୍ଧୁଥିଲା I” ବାଇଗଣିଆ ରଙ୍ଗର ବସ୍ତ୍ର ଏବଂ ସୂକ୍ଷ୍ମ ଶଣ ବସ୍ତ୍ରସବୁ ଅତିଶୟ ମୂଲ୍ୟବାନ୍ ଥିଲା I
# celebrating every day in splendor
ପ୍ରତିଦିନ ମୂଲ୍ୟବାନ୍ ଖାଦ୍ୟ ଖାଉଥିଲା ବା “ପ୍ରଚୁର ଅର୍ଥ ବ୍ୟୟ କରୁଥିଲା ଏବଂ ସେ ଯାହା ଇଚ୍ଛା କରୁଥିଲା ତାହା କ୍ରୟ କରୁଥିଲା”