or_tn/luk/15/03.md

8 lines
995 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଅନେକଗୁଡିଏ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହି ଦୃଷ୍ଟାନ୍ତଗୁଡିକ କାଳ୍ପନିକ ପରିସ୍ଥିତିଗୁଡିକ ଉପରେ ଆଧାରିତ ଯାହା କେହି ଜଣେ ଅନୁଭବ କରି ପାରିବ I ସେଗୁଡିକ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ବିଷୟରେ ନୁହେଁ I ପ୍ରଥମ ଦୃଷ୍ଟାନ୍ତ ଏହା ବିଷୟରେ ଯେ ଯଦି ଜଣେ ବ୍ୟକ୍ତିର ଗୋଟିଏ ମେଣ୍ଢା ହଜିଯାଏ ତେବେ ସେ କଅଣ କରିବ I (ଦେଖ: [[rc://*/ta/man/translate/figs-parables]] ଏବଂ [[rc://*/ta/man/translate/figs-hypo]])
# to them
ଏହି ସ୍ଥାନରେ “ସେମାନଙ୍କୁ” ପଦ ଧର୍ମନେତାମାନଙ୍କୁ ସୂଚାଏ I