or_tn/luk/13/intro.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଲୂକ 13 ସାଧାରଣ ଟିପ୍ପଣୀଗୁଡିକ
## ଏହି ଅଧ୍ୟାୟରେ ଅନୁବାଦ ଜନିତ ସାମ୍ଭାବ୍ୟ ଅସୁବିଧାଗୁଡିକ
### ଅଜଣା ଘଟଣାଗୁଡିକ
ଲୋକମାନେ ଏବଂ ଯୀଶୁ ଦୁଇଟି ଘଟଣା ସମ୍ପର୍କରେ କହନ୍ତି ଯାହା ସମ୍ପର୍କରେ ସେମାନେ ଜାଣନ୍ତି କିନ୍ତୁ ଯାହା ସମ୍ପର୍କରେ ଆଜି କେହି ଜାଣନ୍ତି ନାହିଁ କେବଳ ଯାହା ଲୂକ ଲେଖିଛନ୍ତି ([ଲୂକ 13:1-5] (. /01.ମଝି))ଲୂକ ଯାହା କହନ୍ତି ତୁମର ଅନୁବାଦ କେବଳ ତାହା ହିଁ କହିବା ଉଚିତ୍ I
### ସ୍ବବିରୋଧାତ୍ମକ ବକ୍ତବ୍ୟ
ସ୍ବବିରୋଧାତ୍ମକ ବକ୍ତବ୍ୟ ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାକୁ ଯାଉଥିବା ଭଳି ମନେ ହୁଏ I ଏହି ଅଧ୍ୟାୟରେ ଏକ ସ୍ବବିରୋଧାତ୍ମକ ବକ୍ତବ୍ୟ ଦେଖାଯାଏ : “ଶେଷରେ ଥିବା କେତେକ ପ୍ରଥମ ହେବେ ଓ ଯେଉଁମାନେ ଅଧିକ ଗୁରୁତ୍ବପୂର୍ଣ୍ଣ ସେମାନେ ଶେଷରେ ପଡିବେ”([ଲୂକ 13:30](../../ଲୂକ୍ /13/୩୦.ମଝି)) I