or_tn/luk/13/03.md

16 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# No, I tell you. But if you do not repent, you will all perish in the same way
ଯୀଶୁ ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଏହି ଶବ୍ଦଗୁଡିକ ଦ୍ୱାରା ଆରମ୍ଭ ହୁଏ “ତୁମ୍ଭେମାନେ କଅଣ ମନେ କରୁଅଛ ଯେ ଏହି ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ ...ଏହି ପ୍ରକାରେ ?” (ପଦ 2) I “ଏହି ଦଶା ଭୋଗ କରିଥିବାରୁ ସେହି ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ ବୋଲି ହୁଏତ ତୁମ୍ଭେମାନେ ମନେ କରୁଛ, କିନ୍ତୁ ସେମାନେ ସେପରି ନ ଥିଲେ I କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ...ସେହିପ୍ରକାରେ” ବା “ମନେ ମନେ ଭାବ ନାହିଁ ଯେ ଏହି ଗାଲିଲୀୟମାନେ ଅଧିକ ପାପୀ ଥିଲେ... ଏହିପ୍ରକାରେ I ଯଦି ତୁମ୍ଭେମାନେ ମନ ପରିବର୍ତ୍ତନ ନ କର... ସେହି ପ୍ରକାରେ” (ଦେଖ: [[rc://*/ta/man/translate/figs-rquestion]])
# No, I tell you
ଏଠାରେ “ମୁଁ ତୁମ୍ଭମାନଙ୍କୁ କହୁଅଛି” ପଦ “ନା”କୁ ଗୁରୁତ୍ଵ ଦିଏ I ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଅଧିକ ପାପୀ ନ ଥିଲେ” ବା “ତୁମ୍ଭେମାନେ ଏପରି ଭାବିବା ଭୁଲ ଯେ ସେମାନେ ଅଧିକ ପାପୀ ଥିଲେ ବୋଲି ସେମାନଙ୍କର ଦୁଃଖଭୋଗ ପ୍ରମାଣିତ କରେ”
# you will all perish in the same way
ତୁମ୍ଭେମାନେ ସମସ୍ତେ ମଧ୍ୟ ମୃତ୍ୟୁବରଣ କରିବ I “ସେହି ପ୍ରକାରେ” ବାକ୍ୟାଂଶର ଅର୍ଥ ସେମାନେ ସେହି ସମାନ ଫଳାଫଳର ଅନୁଭୂତି ପ୍ରାପ୍ତ ହେବେ, ଯଦିଓ ସେମାନେ ସମାନ ପଦ୍ଧତି ଦ୍ୱାରା ମୃତ୍ୟୁବରଣ କରିବେ ନାହିଁ I
# you will perish
ମୃତ୍ୟୁବରଣ କରିବେ