or_tn/luk/12/59.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# I say to you ... you have paid the very last bit of money
ଏହା ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିର ସମାପ୍ତି ଅଟେ, ଯାହା 58 ପଦରେ ଆରମ୍ଭ ହୁଏ ଓ ଯାହା ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ବ୍ୟବହାର କରନ୍ତି I I ତାଙ୍କର କହିବାର ଅର୍ଥ ହେଉଛି ଯେ ସର୍ବସାଧାରଣ ନ୍ୟାୟାଳୟକୁ ଜଡିତ ନ କରି ସେମାନେ ଯେଉଁ ବିଷୟଗୁଡିକୁ ସମାଧାନ କରିବା ପାଇଁ ସମର୍ଥ ସେସବୁ ସମାଧାନ କରିବା ଉଚିତ୍ I I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ପୂନଃବ୍ୟକ୍ତ କରିହେବ ଯେପରି ତାହା ହେବ ନାହିଁ I (ଦେଖ: [[rc://*/ta/man/translate/figs-hypo]])
# the very last bit of money
ତୁମର ପ୍ରତିବାଦୀ ଦାବୀ କରୁଥିବା ସମୁଦାୟ ଅର୍ଥର ପରିମାଣ