or_tn/luk/12/46.md

8 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# in a day when he does not expect, and in an hour that he does not know
“ଦିବସ” ଏବଂ “ଦଣ୍ଡ” ସମୟର ବିପରୀତାତ୍ମକ ଭାବ ସୃଷ୍ଟି କରେ ଯାହା ଯେକୌଣସି ସମୟକୁ ସୂଚାଏ, ଏବଂ “ଅପେକ୍ଷା କରିବା” ଓ “ଜାଣିବା” ଶବ୍ଦଗୁଡିକର ସମାନ ଅର୍ଥ ରହିଛି, ତେଣୁ ଏଠାରେ ଏହି ଦୁଇଟି ବାକ୍ୟାଂଶ ସମାନ୍ତର ଭାବରେ ଗୁରୁତ୍ବ ପ୍ରଦାନ କରେ ଯେ ପ୍ରଭୁଙ୍କ ଆଗମନ ଦାସଦାସୀମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବିଷୟ ହେବ I ଯାହା ବି ହେଉ, ଏହି ବାକ୍ୟାଂଶକୁ ଆଦୌ ସଂଯୋଗ କରାଯିବା ଉଚିତ ନୁହେଁ ଯେପର୍ଯ୍ୟନ୍ତ ତୁମର ଭାଷାରେ “ଜାଣିବା” ଓ “ଅପେକ୍ଷା କରିବା” ବା “ଦିବସ” ଓ “ଦଣ୍ଡ” ପାଇଁ ପୃଥକ ଶବ୍ଦଗୁଡିକ ନ ରହିଛି I ବିକଳ୍ପ ଅନୁବାଦ: “ଯେଉଁ ସମୟରେ ସେହି ଦାସ ତାଙ୍କୁ ଅପେକ୍ଷା କରୁ ନ ଥିବ” (ଦେଖ: [[rc://*/ta/man/translate/figs-merism]]ଏବଂ [[rc://*/ta/man/translate/figs-parallelism]])
# will cut him in pieces and appoint a place for him with the unfaithful
ସାମ୍ଭାବ୍ୟ ଅର୍ଥଗୁଡିକ 1) ପ୍ରଭୁ ଆପଣା କ୍ରୀତଦାସ ସହିତ କଠୋର ବ୍ୟବହାର କରିବାକୁ ବୁଝାଇବା ପାଇଁ ଏହା ଏକ ଅତିରଞ୍ଜିତ ବର୍ଣ୍ଣନା ଅଟେ ବା 2) ସେହି ଦାସ କେଉଁ ପ୍ରକାରେ ଦଣ୍ଡିତ ହେବ ଓ ସମାଧିସ୍ଥ ହେବ ଏହା ସେସମ୍ପର୍କରେ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/figs-hyperbole]])