or_tn/luk/12/35.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I (ଦେଖ: [[rc://*/ta/man/translate/figs-parables]])
# Let your long clothing be tucked in at your belt
ଲୋକମାନେ ଲମ୍ବା ଝୁଲୁଥିବା ଚୋଗାସବୁ ପିନ୍ଧୁଥିଲେ I ସେମାନେ ସେସବୁକୁ ସେମାନଙ୍କ କଟୀବନ୍ଧନୀରେ ଖୋସୁଥିଲେ ଯେପରି ତାହା ସେମାନଙ୍କ କାର୍ଯ୍ୟ କଲାବେଳେ ସାମ୍ନାକୁ ନ ଆସେ I ବିକଳ୍ପ ଅନୁବାଦ: “ତୁମର ବସ୍ତ୍ରକୁ ତୁମର କଟୀବନ୍ଧନୀରେ ଖୋସି ରଖ ଯେପରି ତୁମେ ସେବା କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିବ” ବା “ବସ୍ତ୍ର ପିନ୍ଧି ରହିଥାଅ ଓ ସେବା କରିବା ନିମନ୍ତେ ପ୍ରସ୍ତୁତ ଥାଅ” (ଦେଖ: [[rc://*/ta/man/translate/figs-explicit]])
# let your lamps be kept burning
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମର ପ୍ରଦୀପ ଜଳାଇ ରଖ” (ଦେଖ: [[rc://*/ta/man/translate/figs-activepassive]])