or_tn/luk/11/08.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# I say to you
ଯୀଶୁ ଶିଷ୍ୟମାନଙ୍କୁ କହୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: [[rc://*/ta/man/translate/figs-you]])
# to give it to him because he is ... his ... his ... him ... he needs
ଯୀଶୁ ଶିଷ୍ୟମାନଙ୍କୁ ସମ୍ବୋଧନ କରୁଛନ୍ତି ସତେ ଯେପରି ସେମାନେ ହିଁ ରୋଟୀ ମାଗୁଛନ୍ତି I ବିକଳ୍ପ ଅନୁବାଦ: “ତାହାକୁ ରୋଟୀ ଦିଅ କାରଣ ସେ ... ତାହା ...ସେ ଆବଶ୍ୟକ କରେ”
# yet because of your shameless persistence
ଗୁଣବାଚକ ବିଶେଷ୍ୟ ପଦ “ଅବିରତ କର୍ମରତ”କୁ ହଟାଇ ଦେବା ପାଇଁ ଏହି ବାକ୍ୟାଂଶକୁ ପୂନଃବିନ୍ୟାସ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ଲଜ୍ଜାହୀନ ଭାବରେ ଅବିରତ ମାଗୁଛ” ବା “ଯେହେତୁ ତୁମେ ସାହସରେ ତାଙ୍କୁ ମାଗିବା ଜାରି ରଖିଛ” (ଦେଖ: [[rc://*/ta/man/translate/figs-abstractnouns]])