or_tn/luk/10/26.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# What is written in the law? How do you read it?
ଯୀଶୁ ତଥ୍ୟ ଅନ୍ୱେଷଣ କରୁନାହାନ୍ତି I ସେ ସେହି ଯିହୂଦୀୟ ବ୍ୟବସ୍ଥା ବିଶାରଦଙ୍କ ଜ୍ଞାନକୁ ପରୀକ୍ଷା କରିବା ପାଇଁ ଏହି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୋତେ କୁହ ମୋଶା ବ୍ୟବସ୍ଥାରେ କ’ଣ ଲେଖିଛନ୍ତି ଓ ଏହାର ଅର୍ଥ କ’ଣ ବୋଲି ତୁମେ ଭାବୁଛ I” (ଦେଖ: [[rc://*/ta/man/translate/figs-rquestion]])
# What is written in the law?
ଏହାକୁ ସକ୍ରିୟ ରୂପରେ ପଚାରି ହେବ I ବିକଳ୍ପ ଅନୁବାଦ: “ମୋଶା ବ୍ୟବସ୍ଥାରେ କ’ଣ ଲେଖିଥିଲେ ?” (ଦେଖ: [[rc://*/ta/man/translate/figs-activepassive]])
# How do you read it?
ତୁମେ ଏହା ଭିତରେ କ’ଣ ପାଠ କରିଛ? ବା “ଏହା କ’ଣ କୁହେ ବୋଲି ତୁମେ କ’ଣ ବୁଝୁଛ ?”