or_tn/luk/10/11.md

16 lines
2.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Even the dust from your town that clings to our feet we wipe off against you
ସେମାନେ ଯେ ସେହି ନଗରର ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କଲେ, ତାହା ଦର୍ଶାଇବାକୁ ଏହା ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ଠିକ୍ ଯେପରି ତୁମ୍ଭେମାନେ ଆମକୁ ପ୍ରତ୍ୟାଖ୍ୟାନ କଲ, ଆମ୍ଭେମାନେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛୁ I ଆମ୍ଭେମାନେ ଏପରିକି ଆମର ପାଦରେ ଲାଗିଥିବା ତୁମ୍ଭମାନଙ୍କ ନଗରର ଧୂଳିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରୁଛୁ” (ଦେଖ: [[rc://*/ta/man/translate/translate-symaction]])
# we wipe off
ଯେହେତୁ ଯୀଶୁ ଏହି ଲୋକମାନଙ୍କୁ ଦୁଇ ଜଣିଆ ଦଳଗୁଡିକରେ ପ୍ରେରଣ କଲେ, ଦୁଇ ଜଣ ବ୍ୟକ୍ତି ଏହା କହିଥିବେ I ତେଣୁ ଯେଉଁ ଭାଷାଗୁଡିକରେ ଦୁଇ ଜଣଙ୍କୁ ବୁଝାଇବା ନିମନ୍ତେ “ଆମେ” ଶବ୍ଦର ପ୍ରତିବଦଳ ଶବ୍ଦ ରହିଛି, ତେବେ ତାହା ବ୍ୟବହାର କରିପାରିବ I (ଦେଖ: [[rc://*/ta/man/translate/figs-exclusive]])
# But know this, that the kingdom of God has come near
“ଏହା ଜାଣିଥାଅ” ପଦଟି ଏକ ଚେତାବନୀର ପରିଚୟ ଦିଏ I ଏହାର ଅର୍ଥ “ଯଦିଓ ତୁମ୍ଭେମାନେ ଆମକୁ ପ୍ରତ୍ୟାଖ୍ୟାନ କର, ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ନିକଟବର୍ତ୍ତୀ, ଏହା ଏହି ସତ୍ୟକୁ ପରିବର୍ତ୍ତନ କରିପାରେ ନାହିଁ !”
# The kingdom of God has come near
ଗୁଣବାଚକ ବିଶେଷ୍ୟ ପଦ “ରାଜ୍ୟ”କୁ କ୍ରିୟାପଦ “ରାଜତ୍ଵ” ବା “ଶାସନ” ଭାବରେ ପ୍ରକାଶ କରାଯାଇପାରେ I ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 10:8] (../10/08.ମଝି)ରେ ଥିବା ସମାନ ଧରଣର ବାକ୍ୟକୁ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଈଶ୍ୱର ଶୀଘ୍ର ରାଜା ଭାବରେ ସର୍ବତ୍ର ଶାସନ କରିବେ” ବା “ଈଶ୍ୱର ଯେ ସର୍ବତ୍ର ରାଜତ୍ଵ କରୁଛନ୍ତି ଏହାର ପ୍ରମାଣ ତୁମ୍ଭମାନଙ୍କ ଚାରିଆଡେ ରହିଛି” (ଦେଖ: [[rc://*/ta/man/translate/figs-abstractnouns]])