or_tn/luk/09/14.md

12 lines
579 B
Markdown
Raw Permalink Normal View History

2020-11-19 00:15:53 +00:00
# about five thousand men
ପ୍ରାୟ 5,000 ପୁରୁଷ I ଏହି ସଂଖ୍ୟା ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ ଯେଉଁମାନେ ହୁଏତ ସେସ୍ଥାନରେ ଉପସ୍ଥିତ ଥିବେ (ଦେଖ: [[rc://*/ta/man/translate/translate-numbers]])
# Have them sit down
ସେମାନଙ୍କୁ ବସିବାକୁ କୁହ
# fifty each
ପ୍ରତ୍ୟେକ 50 (ଦେଖ: [[rc://*/ta/man/translate/translate-numbers]])