or_tn/luk/08/15.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# the ones that fell on the good soil, these are the ones
ଯେଉଁ ବୀଜଗୁଡିକ ଉତ୍ତମ ଭୂମିରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ ବା “ ଦୃଷ୍ଟାନ୍ତରେ ଉତ୍ତମ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ : [[rc://*/ta/man/translate/figs-metonymy]] )
# hearing the word
ସମ୍ବାଦ ଶୁଣିବା ଦ୍ୱାରା
# with an honest and good heart
ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ଚିନ୍ତାଧାରାଗୁଡିକୁ ବା ମନୋଭାବକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ସାଧୁ ଓ ଉତ୍ତମ ଇଚ୍ଛା ସହିତ” (ଦେଖ : [[rc://*/ta/man/translate/figs-metonymy]] )
# bear fruit with patient endurance
ଧୈର୍ଯ୍ୟ ସହକାରେ ସହ୍ୟ କରି ଫଳ ଉତ୍ପନ୍ନ କରିବା ବା “କ୍ରମାଗତ ପ୍ରଚେଷ୍ଟା ଦ୍ୱାରା ଫଳ ଉତ୍ପନ୍ନ କରିବା I” ଉତ୍ତମ କାର୍ଯ୍ୟଗୁଡିକ ନିମନ୍ତେ ଫଳ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଭଲ ଗଛଗୁଡିକ ଯେପରି ଉତ୍ତମ ଫଳ ଉତ୍ପନ୍ନ କରନ୍ତି, ସେପରି ସେମାନେ ଅଧ୍ୟବସାୟ ଦ୍ୱାରା ଉତ୍ତମ କାର୍ଯ୍ୟଗୁଡିକ ଉତ୍ପନ୍ନ କରନ୍ତି” (ଦେଖ : [[rc://*/ta/man/translate/figs-metaphor]] )