or_tn/luk/07/28.md

20 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# I say to you
ଯୀଶୁ ଜନତାର ଭିଡକୁ ସମ୍ବୋଧନ କରୁଛନ୍ତି, ତେଣୁ “ତୁମ୍ଭେମାନେ” ଶବ୍ଦ ବହୁବଚନରେ ଅଛି I ପରବର୍ତ୍ତୀ ସମୟରେ କହିବାକୁ ଯାଉଥିବା ଆଶ୍ଚର୍ଯ୍ୟଜନକ ବିଷୟର ସତ୍ୟକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I (ଦେଖ : [[rc://*/ta/man/translate/figs-you]] )
# among those born of women
ଜଣେ ସ୍ତ୍ରୀ ଜନ୍ମ ଦେଇଥିବା ସମସ୍ତଙ୍କ ମଧ୍ୟରେ I ଏହା ଏକ ରୂପକ ଅଟେ ଯାହା ସମସ୍ତ ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏଯାବତ୍ ଜୀବନ ଧାରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ” (ଦେଖ: [[rc://*/ta/man/translate/figs-metaphor]] )
# none is greater than John
ଯୋହନ ମହାନ୍ ଅଟନ୍ତି
# the one who is least in the kingdom of God
ଈଶ୍ୱର ପ୍ରତିଷ୍ଠା କରିବାକୁ ଯାଉଥିବା ରାଜ୍ୟର ଅଂଶୀ ଯେକୌଣସି ବ୍ୟକ୍ତି ସମ୍ପର୍କରେ ଏହା ସୂଚାଏ I
# is greater than he is
ଈଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ଆତ୍ମିକ ଅବସ୍ଥା ସେହି ରାଜ୍ୟ ପ୍ରତିଷ୍ଠିତ ହେବା ପୂର୍ବର ଲୋକମାନଙ୍କ ଅବସ୍ଥାଠାରୁ ଉଚ୍ଚତର ହେବ I ବିକଳ୍ପ ଅନୁବାଦ: “ଯୋହନଙ୍କଠାରୁ ଉଚ୍ଚତର ଆତ୍ମିକ ସ୍ଥିତି ରହିଛି” (ଦେଖ:[[rc://*/ta/man/translate/figs-explicit]])