or_tn/luk/07/27.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# This is he concerning whom it is written
ସେ ସେହି ଭାବବାଦୀ ଅଟନ୍ତି ଯାହାଙ୍କ ସମ୍ପର୍କରେ ଭାବବାଦୀମାନେ ଲେଖିଥିଲେ ବା “ଯୋହନ ସେହି ଅନ୍ୟତମ ଭାବବାଦୀ ଯାହାଙ୍କ ସମ୍ପର୍କରେ ଭାବବାଦୀମାନେ ବହୁ ପୂର୍ବରୁ ଲେଖିଥିଲେ”
# See, I am sending
ଏହି ପଦରେ, ଯୀଶୁ ମଲାଖୀ ଭାବବାଦୀଙ୍କୁ ଉଦ୍ଧୃତ କରୁଛନ୍ତି ଏବଂ କହୁଛନ୍ତି ଯେ ଯୋହନ ସେହି ଦୂତ ଅଟନ୍ତି ଯାହାଙ୍କ ସମ୍ପର୍କରେ ମଲାଖୀ କହିଛନ୍ତି I
# before your face
ଏହି ଋଢ଼ିର ଅର୍ଥ “ତୁମ୍ଭ ସମ୍ମୁଖରେ”ବା “ତୁମ୍ଭ ଆଗରେ ଯିବ”(ଦେଖ:[[rc://*/ta/man/translate/figs-idiom]])
# your
“ତୁମ୍ଭ” ଶବ୍ଦ ଏକ ବଚନରେ ଅଛି, କାରଣ ଈଶ୍ୱର ଏହି ଉଦ୍ଧୃତାଂଶରେ ମଶୀହଙ୍କ ସହିତ କଥାବାର୍ତ୍ତା କରୁଥିଲେ I (ଦେଖ : [[rc://*/ta/man/translate/figs-you]] )