28 lines
4.4 KiB
Markdown
28 lines
4.4 KiB
Markdown
|
# General Information:
|
||
|
|
||
|
ଯୀଶୁ ଜଣେ ବ୍ୟକ୍ତିର ଚିନ୍ତାଧାରାଗୁଡିକୁ ତାହାର ଭଲ ବା ମନ୍ଦ ଭଣ୍ଡାର ସହିତ ତୁଳନା କରନ୍ତି I ଯେତେବେଳେ ଜଣେ ଉତ୍ତମ ବ୍ୟକ୍ତି ପାଖରେ ଉତ୍ତମ ଚିନ୍ତାଧାରାଗୁଡିକ ରହିଥାଏ, ସେ ଉତ୍ତମ କାର୍ଯ୍ୟଗୁଡିକରେ ଜଡିତ ହୁଏ I ଯେତେବେଳେ ଜଣେ ମନ୍ଦ ବ୍ୟକ୍ତି ମନ୍ଦ ଚିନ୍ତାଧାରାଗୁଡିକ ଚିନ୍ତା କରେ, ସେ ମନ୍ଦ କର୍ମଗୁଡିକରେ ଜଡିତ ହୁଏ I (ଦେଖ: [[rc://*/ta/man/translate/figs-metaphor]] )
|
||
|
|
||
|
# The good man
|
||
|
|
||
|
“ଉତ୍ତମ” ଶବ୍ଦ ଏଠାରେ ଧାର୍ମିକ ବା ନୈତିକ ଅର୍ଥକୁ ବୁଝାଏ I
|
||
|
|
||
|
# good man
|
||
|
|
||
|
ଏହି ସ୍ଥାନରେ “ଲୋକ” ଶବ୍ଦ ଜଣେ ବ୍ୟକ୍ତିକୁ ସୂଚାଏ, ପୁରୁଷ ବା ସ୍ତ୍ରୀ I ବିକଳ୍ପ ଅନୁବାଦ: “ଉତ୍ତମ ବ୍ୟକ୍ତି” (ଦେଖ: [[rc://*/ta/man/translate/figs-gendernotations]] )
|
||
|
|
||
|
# the good treasure of his heart
|
||
|
|
||
|
ଏହି ସ୍ଥାନରେ ଜଣେ ବ୍ୟକ୍ତିର ଉତ୍ତମ ଚିନ୍ତାଧାରା ବିଷୟରେ କୁହାଯାଏ, ସତେ ଯେପରି ସେଗୁଡିକ ସମ୍ପତ୍ତି ଅଟେ ଯାହା ସେହି ବ୍ୟକ୍ତିର ହୃଦୟ ମଧ୍ୟରେ ସଞ୍ଚିତ ହୋଇଛି ଏବଂ “ତାହାର ହୃଦୟ” ସେହି ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ସେ ଆପଣା ଗଭୀର ସ୍ଥାନରେ ଉତ୍ତମ ବିଷୟଗୁଡିକ ରଖେ” ବା “ସେ ଉତ୍ତମ ବିଷୟଗୁଡ଼ିକୁ ଅତି ଗଭୀର ଭାବରେ ମୂଲ୍ୟ ଦିଏ” (ଦେଖ: [[rc://*/ta/man/translate/figs-metaphor]] ଏନଂ [[rc://*/ta/man/translate/figs-metonymy]] )
|
||
|
|
||
|
# produces what is good
|
||
|
|
||
|
ଯାହା ଉତ୍ତମ ତାହା କରିବା ବିଷୟକୁ ବୁଝାଇବା ନିମନ୍ତେ ଉତ୍ତମ ବିଷୟ ଉତ୍ପନ୍ନ କରିବା ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଯାହା ଉତ୍ତମ ତାହା କରେ” (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# the evil treasure
|
||
|
|
||
|
ଏହି ସ୍ଥାନରେ ଜଣେ ବ୍ୟକ୍ତିର ମନ୍ଦ ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ସତେ ଯେପରି ସେଗୁଡିକ ସେହି ବ୍ୟକ୍ତିର ହୃଦୟ ମଧ୍ୟରେ ସଞ୍ଚିତ ହୋଇଛି ଏବଂ “ତାହାର ହୃଦୟ” ସେହି ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ସେ ଆପଣା ଗଭୀର ସ୍ଥାନରେ ମନ୍ଦ ବିଷୟଗୁଡିକ ରଖେ” ବା “ସେ ମନ୍ଦ ବିଷୟଗୁଡ଼ିକୁ ଅତି ଗଭୀର ଭାବରେ ମୂଲ୍ୟ ଦିଏ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]] )
|
||
|
|
||
|
# out of the abundance of the heart his mouth speaks
|
||
|
|
||
|
ଏଠାରେ “ହୃଦୟ” ଶବ୍ଦ ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I “ତାହାର ମୁଖ” ବାକ୍ୟାଂଶ ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ଆପଣା ହୃଦୟରେ ଯାହା ଚିନ୍ତା କରେ ତାହା ତାର ମୁଖର କଥାକୁ ପ୍ରଭାବିତ କରେ” ବା “ଜଣେ ବ୍ୟକ୍ତି ଯେଉଁ ବିଷୟକୁ ଅନ୍ତରସହ ମୂଲ୍ୟ ଦେଇଥାଏ, ସେ ବିଷୟରେ ସେ ଉଚ୍ଚସ୍ୱରରେ କହିଥାଏ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-synecdoche]] )
|