or_tn/luk/05/39.md

8 lines
1023 B
Markdown
Raw Permalink Normal View History

2020-11-19 00:15:53 +00:00
# after drinking old wine wants the new
ଏହି ରୂପକ ଧାର୍ମିକ ନେତାମାନଙ୍କର ପୁରାତନ ଶିକ୍ଷା ବିରୁଦ୍ଧରେ ଯୀଶୁଙ୍କର ନୂତନ ଶିକ୍ଷାର ବିରୋଧାତ୍ମକ କଥା କୁହେ I ତାତ୍ପର୍ଯ୍ୟ ଏହି ଯେ ଯେଉଁ ଲୋକମାନେ ପୁରାତନ ଶିକ୍ଷା ସହିତ ଜଡିତ ଥିଲେ ସେମାନେ ଯୀଶୁ କହୁଥିବା ନୂତନ ଶିକ୍ଷାକୁ ଶୁଣିବା ନିମନ୍ତେ ଇଚ୍ଛୁକ ନ ଥିଲେ I (ଦେଖ: [[rc://*/ta/man/translate/figs-metaphor]] )
# for he says, 'The old is better.'
ଏହା ଯୋଗ କରିବା ହୁଏତ ସହାୟକ ହେବ: “ଏବଂ ସେଥିପାଇଁ ସେ ନୂତନ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରୁ ନ ଥିଲେ I(ଦେଖ: [[rc://*/ta/man/translate/figs-explicit]])