or_tn/luk/05/37.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# new wine
ଦ୍ରାକ୍ଷାରସ I ଏହା ଏପର୍ଯ୍ୟନ୍ତ ଅମ୍ଲିକୃତ ହୋଇ ନ ଥିବା ଦ୍ରାକ୍ଷାରସକୁ ସୂଚାଏ I
# wineskins
ଏହି କୁମ୍ଫାଗୁଡିକ ପଶୁ ଚମଡାରେ ନିର୍ମିତ ହେଉଥିଲା I ସେଗୁଡିକୁ ମଧ୍ୟ “ଦ୍ରାକ୍ଷାରସ କୁମ୍ଫାଗୁଡିକ” ବା “ପଶୁଚର୍ମରେ ନିର୍ମିତ କୁମ୍ଫାଗୁଡିକ ବୋଲି କୁହାଯାଇପାରିବ I
# the new wine would burst the wineskins
ଯେତେବେଳେ ନୂତନ ଦ୍ରାକ୍ଷାରସ ଅମ୍ଲିକୃତ ହୁଏ ଏବଂ ପ୍ରସାରିତ ହୁଏ, ଏହା ପୁରୁଣା କୁମ୍ଫାଗୁଡିକୁ ଫଟାଇ ଦିଏ, କାରଣ ସେଗୁଡିକ ଆଉ ପ୍ରସାରିତ ହୋଇପାରନ୍ତି ନାହିଁ I ଯୀଶୁଙ୍କ ଶ୍ରୋତାମାନେ ଦ୍ରାକ୍ଷାରସର ଅମ୍ଲିକରଣ ଓ ପ୍ରସାରଣ ସମ୍ପର୍କୀୟ ତଥ୍ୟକୁ ବୁଝିଥିବେ I (ଦେଖ: [[rc://*/ta/man/translate/figs-explicit]] )
# it will be spilled out
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଦ୍ରାକ୍ଷାରସ କୁମ୍ଫାଗୁଡିକ ମଧ୍ୟରୁ ଉଚ୍ଛୁଳି ବାହାରି ଆସିବ” (ଦେଖ: [[rc://*/ta/man/translate/figs-activepassive]] )