or_tn/luk/05/23.md

8 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Which is easier to say ... walk?
ସେ ପ୍ରକୃତରେ ପାପ କ୍ଷମା କରିପାରିବେ ନା ନାହିଁ ତାହା କିପରି ପ୍ରମାଣିତ ହୋଇପାରିବ ସେ ବିଷୟରେ ଶାସ୍ତ୍ରୀମାନେ ଯେପରି ଚିନ୍ତା କରିବେ ସେଥି ନିମନ୍ତେ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରିଛନ୍ତି I ବିକଳ୍ପ ଅନୁବାଦ: “ମୁଁ କେବଳ କହିଲି ‘ତୁମର ପାପସବୁ କ୍ଷମା ହେଲା I” ତୁମେ ହୁଏତ ଭାବିପାର ଯେ ‘ଉଠ ଏବଂ ଚାଲ’ କହିବା କଷ୍ଟକର ଅଟେ କାରଣ ଲୋକଟିକୁ ମୁଁ ସୁସ୍ଥ କରିପାରିବି ନା ନାହିଁ, ତାହାର ପ୍ରମାଣ ସେ ଉଠିବା ଓ ଚାଲିବା ଦ୍ୱାରା ଦର୍ଶାଇବ” ବା “ତୁମେ ହୁଏତ ଭାବୁଥିବ ଯେ ‘ଉଠ ଓ ଚାଲ’ ବୋଲି କହିବା ଅପେକ୍ଷା ‘ତୁମ ପାପସବୁ କ୍ଷମା ହେଲା’ କହିବା ସହଜତର ଅଟେ I” (ଦେଖ: [[rc://*/ta/man/translate/figs-rquestion]])
# easier to say
ଅକଥିତ ସୂଚିତ ବିଷୟ ଏହା ଯେ ଗୋଟିଏ କଥା “କହିବା ସହଜତର କାରଣ କେହି ଜାଣି ପାରିବେ ନାହିଁ ଯେ କ’ଣ ଘଟିଲା,” କିନ୍ତୁ ଅନ୍ୟ ବିଷୟ ଏହି ଯେ “କହିବା କଷ୍ଟକର, କାରଣ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ କ’ଣ ଘଟିଲା I” ଲୋକମାନେ ଦେଖିପାରିଲେ ନାହିଁ ଯେ ଲୋକର ପାପସବୁ କ୍ଷମା ହୋଇଛି, କିନ୍ତୁ ଯଦି ସେ ଉଠିବ ଓ ଚାଲିବ ସେମାନେ ସମସ୍ତେ ଜାଣିବେ ଯେ ସେ ସୁସ୍ଥ ହୋଇଛି I (ଦେଖ: [[rc://*/ta/man/translate/figs-ellipsis]] )