or_tn/luk/05/08.md

8 lines
969 B
Markdown
Raw Permalink Normal View History

2020-11-19 00:15:53 +00:00
# fell down at the knees of Jesus
ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯୀଶୁଙ୍କ ସମ୍ମୁଖରେ ଆଣ୍ଠୋଇ ପଡିଲେ ବା 2) “ଯୀଶୁଙ୍କ ପାଦ ତଳେ ନଇଁ ପଡିଲେ” 3) “ଯୀଶୁଙ୍କ ପାଦ ତଳେ ଭୂମିରେ ପଡି ଗଲେ I” ପିତର ଆକସ୍ମିକ ଭାବରେ ପଡିଗଲେ ନାହିଁ I” ସେ ଯୀଶୁଙ୍କ ପ୍ରତି ନମ୍ରତା ଓ ସମ୍ମାନର ଏକ ଚିହ୍ନ ସ୍ୱରୂପେ ଏହା କଲେ I (ଦେଖ: [[rc://*/ta/man/translate/translate-symaction]] )
# a sinful man
ଏହି ସ୍ଥାନରେ “ମନୁଷ୍ୟ” ଶବ୍ଦର ଅର୍ଥ “ବୟୋଃପ୍ରାପ୍ତ ପୁରୁଷ” ଏବଂ ଏହା କୌଣସି ସର୍ବସାଧାରଣ “ମନୁଷ୍ୟ” ଅର୍ଥରେ ଲିଖିତ ନୁହେଁ I