or_tn/luk/04/intro.md

11 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଲୂକ 04 ସାଧାରଣ ଟିପ୍ପଣୀ
## ଗଠନ ଏବଂ ଆକୃତି ପ୍ରଣାଳୀ
କେତେକ ଅନୁବାଦ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 4: 10-11, 18-19 ରେ ଥିବା ପଦ୍ୟ ସହିତ ULT ଏହା କରିଥାଏ, ଯାହା ପୁରାତନ ନିୟମର ଶବ୍ଦଗୁଡିକ ଅଟେ I
## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ
### ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ
ଯଦିଓ ଏହା ସତ୍ୟ ଯେ ତା’ର ଆଜ୍ଞାବହ ହେବା ନିମନ୍ତେ ସେ ଯୀଶୁଙ୍କୁ ପ୍ରବର୍ତ୍ତାଇ ପାରିବ ବୋଲି ଶୟତାନ ଆନ୍ତରିକ ଭାବରେ ବିଶ୍ୱାସ କରୁଥିଲା, ତଥାପି ଏହା ସୂଚାଇବା ମହତ୍ତ୍ଵପୂର୍ଣ୍ଣ ଯେ ଯୀଶୁ ପ୍ରକୃତରେ କଦାପି ତାହାର ଆଜ୍ଞାବହ ହେବା ନିମନ୍ତେ ଚାହିଁ ନ ଥିଲେ I