or_tn/luk/04/22.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# they were amazed at the gracious words which were coming out of his mouth
ସେ କହୁଥିବା ଅନୁଗ୍ରହଜନକ ବିଷୟଗୁଡିକ ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ I ଏହି ସ୍ଥାନରେ “ଅନୁଗ୍ରହ” ହୁଏତ ଏହା ସୂଚାଏ 1) ଯୀଶୁ କେତେ ସୁନ୍ଦର ଭାବରେ ବା କିପରି ପ୍ରବର୍ତ୍ତାଇବା ଭଳି କଥା କହିଲେ, ବା 2) ଯେ ଯୀଶୁ ଈଶ୍ୱରଙ୍କ ଅନୁଗ୍ରହ ସମ୍ପର୍କରେ ବାକ୍ୟଗୁଡିକ କହିଲେ I
# Is this not the son of Joseph?
ଲୋକମାନେ ଭାବିଲେ ଯେ ଯୋଷେଫ ଯୀଶୁଙ୍କ ପିତା ଥିଲେ I ଯୋଷେଫ କୌଣସି ଧର୍ମ ନେତା ନ ଥିଲେ, ତେଣୁ ସେମାନେ ଚମତ୍କୃତ ହେଲେ ଯେ ସେ ଯାହା କରିଥିଲେ ତାଙ୍କର ପୁତ୍ର ତାହା ପ୍ରଚାର କରିବେ I ବିକଳ୍ପ ଅନୁବାଦ: “ଏ କେବଳ ଯୋଷେଫଙ୍କର ପୁତ୍ର !” ବା ତାଙ୍କ ପିତା କେବଳ ଯୋଷେଫ ଅଟନ୍ତି !” (ଦେଖ: [[rc://*/ta/man/translate/figs-rquestion]])