or_tn/luk/02/46.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# It came about that
କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବାନିମନ୍ତେ ଏହି ପଦ ଏସ୍ଥାନରେ ବ୍ୟବହୃତ ହୋଇଛି I ତୁମ ନିଜ ଭାଷାରେ ଯଦି ଏହା କରିବା ନିମନ୍ତେ କିଛି ଉପାୟ ଅଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାର I
# in the temple
ଏହା ମନ୍ଦିରର ଚାରିପାଖେ ଥିବା ପ୍ରାଙ୍ଗଣକୁ ବୁଝାଏ I କେବଳ ଯାଜକମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଥିଲା I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରାଙ୍ଗଣରେ” ବା “ମନ୍ଦିରରେ” (ଦେଖ: [[rc://*/ta/man/translate/figs-explicit]] )
# in the middle
ଏହା ସଠିକ୍ କେନ୍ଦ୍ରକୁ ବୁଝାଏ ନାହିଁ I ବରଂ ଏହାର ଅର୍ଥ “ମଧ୍ୟରେ” ବା “ଏକତ୍ର ସହିତ” ବା “ତଦ୍ୱାରା ପରିବେଷ୍ଟିତ I”
# the teachers
ଧର୍ମଗୁରୁମାନେ ବା “ଯେଉଁମାନେ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଉଥିଲେ”