or_tn/luk/01/33.md

4 lines
586 B
Markdown
Raw Permalink Normal View History

2020-11-19 00:15:53 +00:00
# there will be no end to his kingdom
ନାସ୍ତିବାଚକ ପଦ “ଶେଷ ହେବ ନାହିଁ” ଗୁରୁତ୍ଵ ଆରୋପ କରେ ଯେ, ଏହା ଚିରକାଳ ନିମନ୍ତେ ସ୍ଥାୟୀ ହୋଇ ରହିବ I ଏହାକୁ ଆସ୍ତିବାଚକ ପଦରେ ମଧ୍ୟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କ ରାଜ୍ୟର କଦାପି ଶେଷ ହେବ ନାହିଁ” ( ଦେଖ: [[rc://*/ta/man/translate/figs-litotes]] )