or_tn/jud/01/02.md

4 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# May mercy and peace and love be multiplied to you
ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେପରି ସେମାନେ କିଛି ବସ୍ତୁ ଥିଲେ ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧି ପାଇବ I ଏହା ଗୁଣବାଚକ ବିଶେଷ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବା ନିମନ୍ତେ ଏହାକୁ ଅନ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: [[rc://*/ta/man/translate/figs-abstractnouns]])