or_tn/jhn/19/28.md

4 lines
482 B
Markdown
Raw Permalink Normal View History

2020-11-19 00:15:53 +00:00
# knowing that everything was now completed
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଜାଣିଥିଲେ ଯେ ଈଶ୍ବର ଯାହା କରିବାକୁ ତାହାଙ୍କୁ ପ୍ରେରଣ କରିଥିଲେ, ସେ ସମସ୍ତ କରିଅଛନ୍ତି”(ଦେଖ: [[rc://*/ta/man/translate/figs-activepassive]])