or_tn/jhn/17/05.md

8 lines
949 B
Markdown
Raw Permalink Normal View History

2020-11-19 00:15:53 +00:00
# Father, glorify me ... with the glory that I had with you before the world was made
“ଜଗତ ସୃଷ୍ଟି ହେବା ପୂର୍ବରୁ” ପିତା ଈଶ୍ବରଙ୍କ ସହିତ ଯୀଶୁଙ୍କର ମହିମା ଥିଲା, କାରଣ ଯୀଶୁ ପୁତ୍ର ଈଶ୍ବର ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ହେ ପିତା, ଜଗତ ସୃଷ୍ଟି ହେବା ପୂର୍ବରୁ ଆମ୍ଭେମାନେ ଯେପରି ଥିଲୁ, ସେପରି ମୋତେ ତୁମ୍ଭର ଉପସ୍ଥିତି ମଧ୍ୟକୁ ଆଣି ମହିମାନ୍ବିତ କର” (ଦେଖ: [[rc://*/ta/man/translate/figs-explicit]])
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])