or_tn/jhn/16/33.md

8 lines
967 B
Markdown
Raw Permalink Normal View History

2020-11-19 00:15:53 +00:00
# so that you will have peace in me
ଏଠାରେ “ଶାନ୍ତି” ଆନ୍ତରିକ ଶାନ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେଥିନିମନ୍ତେ ମୋ ସହିତ ତୁମ୍ଭମାନଙ୍କ ସମ୍ପର୍କ ସକାଶୁ ତୁମ୍ଭେମାନେ ଆନ୍ତରିକ ଶାନ୍ତି ପାଇବ” (ଦେଖ: [[rc://*/ta/man/translate/figs-explicit]])
# I have conquered the world
ଏଠାରେ “ଜଗତ” କ୍ଲେଶ ଓ ତାଡନାକୁ ବୁଝାଏ, ଯାହା ବିଶ୍ବାସୀମାନେ ସେମାନଙ୍କଠାରୁ ସହ୍ୟ କରିବେ ଯେଉଁମାନେ ଈଶ୍ବରଙ୍କୁ ବିରୋଧ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଜଗତର କ୍ଲେଶକୁ ଜୟ କରିଅଛି” (ଦେଖ: [[rc://*/ta/man/translate/figs-metonymy]])