or_tn/jhn/16/19.md

8 lines
864 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I
# Is this what you are asking yourselves, what I meant by saying, ... see me'?
ଯୀଶୁ ଏହି ପ୍ରଶ୍ନ କରୁଛନ୍ତି, ଯେପରି ତାହାଙ୍କ ଶିଷ୍ୟମାନେ ଯୀଶୁ ସେମାନଙ୍କୁ ଯାହା କହୁଛନ୍ତି, ସେଥିରେ ଧ୍ୟାନ ଦେବେ, ଆଉ ସେ ସେମାନଙ୍କୁ ଆହୁରି ବୁଝାଇବେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ମୁଁ କହିଲି ...ତା’ର ଅର୍ଥ ତୁମ୍ଭେମାନେ ପରସ୍ପରକୁ ପଚାରୁ ଅଛ...ମୋତେ ଦେଖ I” (ଦେଖ: [[rc://*/ta/man/translate/figs-rquestion]])