or_tn/jhn/15/25.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# to fulfill the word that is written in their law
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଏଠାରେ “ବାକ୍ୟ” ଈଶ୍ବରଙ୍କ ସମଗ୍ର ବାକ୍ୟ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ବ୍ୟବସ୍ଥାର ଭାବବାଣୀ ସଫଳ ହେବା ନିମନ୍ତେ” ଓ “ସେମାନଙ୍କ ବ୍ୟବସ୍ଥାର ଭାବବାଣୀ ସଫଳ ହେବା ନିମନ୍ତେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])
# law
ଏହା ସାଧାରଣ ଭାବରେ ସମଗ୍ର ପୁରାତନ ନିୟମକୁ ବୁଝାଏ, ଯେଉଁଥିରେ ତାହାଙ୍କ ଲୋକମାନଙ୍କ ନିମନ୍ତେ ଈଶ୍ବରଙ୍କର ସମସ୍ତ ଶିକ୍ଷା ରହିଅଛି I