or_tn/jhn/13/11.md

4 lines
708 B
Markdown
Raw Permalink Normal View History

2020-11-19 00:15:53 +00:00
# Not all of you are clean
ଯୀଶୁ ସୂଚାଉଛନ୍ତି ଯେ ଯିହୂଦା, ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାଙ୍କଠାରେ ବିଶ୍ବାସ କରିନାହିଁ I ସେଥିନିମନ୍ତେ ଈଶ୍ବର ତାହାକୁ ତାହାର ପାପରୁ କ୍ଷମା କରିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନଙ୍କ ମଧ୍ୟରୁ ସମସ୍ତେ ଈଶ୍ବରଙ୍କ କ୍ଷମା ପ୍ରାପ୍ତ ହୋଇନାହଁ I (ଦେଖ: [[rc://*/ta/man/translate/figs-explicit]])