or_tn/jhn/11/56.md

12 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୫୭ ପଦର ବିଷୟବସ୍ତୁ ୫୬ ପଦ ପୂର୍ବରୁ ଆସିଯାଇଛି I ଯଦି ଏହି କ୍ରମ ତୁମକୁ ଦ୍ବନ୍ଦରେ ପକାଏ, ତେବେ ଏହି ପଦକୁ ଯୋଡିକରି ୫୭ ପଦର ବିଷୟ ବସ୍ତୁକୁ ୫୬ ପଦର ଲେଖା ପୂର୍ବରୁ ରଖିପାର I (ଦେଖ: [[rc://*/ta/man/translate/figs-events]])
# They were looking for Jesus
“ସେମାନେ” ଶବ୍ଦ ଯିରୂଶାଲମକୁ ଯାତ୍ରା କରିଥିବା ଯିହୂଦୀମାନଙ୍କୁ ବୁଝାଏ I
# What do you think? That he will not come to the festival?
ଏହି ସବୁ ଭାବପ୍ରକାଶକ ପ୍ରଶ୍ନ ଅଟେ ଯାହା ଯୀଶୁ ନିସ୍ତାରପର୍ବକୁ ଆସିବା ସନ୍ଦେହ ନିମନ୍ତେ ଏକ ଦୃଢ଼ ଉପାଦାନକୁ ପ୍ରକାଶ କରେ I ଦ୍ବିତୀୟ ପ୍ରଶ୍ନ ଶବ୍ଦର ବିଲୋପ ଅଟେ ଯାହା “ତୁମ୍ଭେମାନେ କ”ଣ ମନେ କରୁଅଛ ? ପଦଗୁଡିକୁ ଛାଡିଦିଏ I ଏଠାରେ କଥା ହେଉଥିବା ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ଯାଉଛନ୍ତି ଯେ ଯେହେତୁ ତାହାଙ୍କୁ ବନ୍ଧାଯିବା ବିପଦ ଅଛି, ଯୀଶୁ ପର୍ବକୁ ଆସିବେ ନା ନାହିଁ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସମ୍ଭବତଃ ପର୍ବକୁ ଆସିବେ ନାହିଁ I ସେ ହୁଏତ ବନ୍ଧା ଯିବା ସକାଶେ ଭୟଭୀତ ହେବେ !”(ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-ellipsis]])